Sunday, January 26, 2020

ଭୁବନେଶ୍ୱର

ଏ ତ ଆମ ସହର
ସ୍ମାର୍ଟ ସିଟି ଭୁବନେଶ୍ୱର
ପୁଅ ସାଙ୍ଗେ ସେକ୍ସ କରେ
ଏଠି ଷ୍ଟେପ୍ ମଦର୍

ପୁରୁଣା ସଂସ୍କୃତି ଛାଡ଼ି
ଆମ ମନ୍ଦିର ମାଳିନୀ ସିଟି
ଅସଭ୍ୟ ଆଉ ଅସତ୍ୟତାରେ
ହେଇ ଗଲେଣି ସବୁ ଫେଣ୍ଟି

ଖଣ୍ଡଗିରିରେ ଆଉ ନାହିଁ
ଜୈନର ପବିତ୍ରତା
ପୁରୁଷ ଆଉ କିନ୍ନରଙ୍କ
ଶରୀର ଶରୀରର ଭିତରେ ଚାଲେ ଉନ୍ମାଦତା

ସନ୍ଧ୍ୟା ହେଲେ ଚାଲେ ଏଠି
ଅପ୍ରାକୃତିକ ଯୌନ ସମ୍ପର୍କ
ଲଙ୍ଗଳା ଆଉ ପାଉଡ଼ର୍ ବୋଳା ମୁହଁ ପାଇଁ
ପ୍ରସିଦ୍ଧ ହେଲାଣି ଆମ ଖଣ୍ଡଗିରି ଛକ