ଏଇ ଅଦିନିଆ ମେଘ ଗୁଡିକୁ ଦେଖିଲେ ସତରେ ଇଚ୍ଛା ହଉଚି ଇନ୍ଦ୍ର ଦେବକୁ ପଚାରିବାକୁ ସତରେ କଣ ବର୍ଷା ଋତୁ ନା କଣ? ନୀଇତି କଣ ଗୋଟେ ବର୍ଷା ହଉଚି? ସତରେ ନା ଛଳନା କରି ତମେ ମୋ ପ୍ରିୟା ଭଳି ଭୁଲରେ ବର୍ଷୁଚ? ସତରେ ଜାଣି ହଉନି ଏଇଟା ବର୍ଷା ଦିନ କି ଖରା ଦିନ, ସେମିତି ମୋ ପ୍ରିୟାକୁ ମଧ୍ୟ ପଚାରୁଛି ଏଇଟା ପ୍ରେମର ଦିନ ନା ବିରହର ଦିନ। ଅଦିନିଆ ମେଘର ବିଜୁଳି ଭଳି କେତେବେଳେ ଚମକୁଚ କେବେ ପୁଣି ଅପସରୀ ଯାଉଛ...
No comments:
Post a Comment